#ବନ୍ଧ_ନିର୍ମାଣ_ନାଁରେ_ମହାଦୁର୍ନୀତି !
ମହାମାରୀରେ ବି ଛାଡିଲେନି । ଠିକା କାମ ପାଇଁ ଚାଷୀଙ୍କୁ କଲେ ପ୍ରତାରିତ । କେନ୍ଦୁଝର ଖିରେଇଟାଙ୍ଗରୀ ଗାଁରେ ବନ୍ଧ ଭାଙ୍ଗିଦେଲେ ଶାସକ ଦଳର ଠିକାଦାର । ପୂରଣ କଲେନି ପ୍ରତିଶ୍ରୁତି
#ArgusNews #Odisha #NewsChannel #ArgusNewsTV #Keonjhar #Farmer_Problem #river_embankment