ଚାନ୍ଦବାଲିରୁ ରାଜନଗର ସ୍ଥାନାନ୍ତରିତ ହେବ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ। ଚାନ୍ଦବାଲିରେ ଡ଼ିଭିଜନ କାର୍ଯ୍ୟାଳୟ ଉଠିଯାଇ ସବ ଡିଭିଜନ କାର୍ଯ୍ୟାଳୟ ରହିବ । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ଏହାଦ୍ବାରା ଧାମରା ପୋର୍ଟରୁ ବାସୁଦେବପୁର ଇରମ ପର୍ଯ୍ୟନ୍ତ ସୁଦୀର୍ଘ ଲୁଣା ଜଙ୍ଗଲ ସୁରକ୍ଷା ହୋଇପାରିବ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ
#ArgusNews #Odisha #bhadrak #chandabali #ForestOffice