#ବନ୍ୟା_ଜଳରେ_ଜଳବନ୍ଦୀ_ଗ୍ରାମବାସୀ
ଏବେ ବର୍ଷା ଛାଡିଯାଇଛି ହେଲେ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ଭଦ୍ରକ ଜିଲ୍ଲାରେ ଧାମନଗର ବ୍ଲକରେ ଏବେ ବିଭିନ୍ନ ପଞ୍ଚାୟତରେ ବନ୍ୟା ଜଳରେ ଜଳବନ୍ଦୀ ହୋଇପଡିଛି ଗ୍ରାମବାସୀ ।
#Bhadrak #rain #flood #pepole #Dhamnagar #water CMO Odisha #Odisha #ArgusNews