#ଗୋବିନ୍ଦ_କୁମ୍ଭାର_ହାଜତ_ହତ୍ୟାକୁ_ଚାପିବା_ପାଇଁ_ଷଡଯନ୍ତ୍ର
#ଅର୍ଗସ_ହାତରେ_ଏକ୍ସକ୍ଲୁସିଭ୍_ଦସ୍ତାବିଜ୍
ବରଗଡ଼ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁକୁ ମିଳିମିଶି ଚାପିଦେବା ପାଇଁ ବଡ଼ ଷଡ଼ଯନ୍ତ୍ର। ଅର୍ଗସ ହାତରେ ଲାଗିଛି ଗୋବିନ୍ଦଙ୍କ ମୋଷ୍ଟମର୍ଟମ ରିପୋର୍ଟ। ଯେଉଁଥିରେ ଉଲ୍ଲେଖ କରାଯାଇଛି ତାଙ୍କ ଶରୀରରେ କ୍ଷତ ଚିହ୍ନ ନଥିଲା। ମୃତ୍ୟୁର କାରଣ ବି ଉଲ୍ଲେଖ ନାହିଁ ରିପୋର୍ଟରେ। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୋବିନ୍ଦଙ୍କ ପରିବାର
#Bargarh #CustodyDeathcase #GovindKumhar #conspiracy #ArgusExclusivedocuments #accused #Odisha #ArgusNews