ବରଗଡ଼ରେ ନାବାଳକଙ୍କୁ ଅପହରଣ ଅଭିଯୋଗ । ଏସିସି ସିମେଣ୍ଟ ଫ୍ୟାକ୍ଟ୍ରିର ସି.ଏସ.ଆର୍. ହେଡ ଜମିଲ୍ ଅକ୍ତର ଖାନଙ୍କ ୮ ବର୍ଷର ପୁଅକୁ ଅପହରଣ ନେଇ ଟାଉନ ଥାନାରେ ଏତଲା । ସନ୍ଧ୍ୟାରେ ଘର ନିକଟ ପାର୍କରେ ଖେଳୁଥିବା ବେଳେ ମହମ୍ମଦ ମୌଜାମଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ ।
#Bargarh #CSR #ACC #CementFactory #police #Odisha #ArgusNews