ସକାଳେ କଲେଜ ଛାତ୍ରୀ ଓ ଅପରାହ୍ନରେ ଜଳଖିଆ ଦୋକାନୀ। ଅଭାବ ପାଇଁ ଏଭଳି ଦ୍ୱେତ ଭୂମିକା ନିର୍ବାହ କରୁଛି ପ୍ରୀତି। ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ କୁମ୍ଭିରିଦା ଗାଁରେ ବରା ପକୁଡି ଛାଣି ପରିବାର ପୋଷୁଥିବା ପ୍ରୀତିଙ୍କ ଦେଖନ୍ତୁ ଜୀବନ ସଂଘର୍ଷର କାହାଣୀ।
#family #collegestudent #breakfastshop #poorfamily #business #Mayurbhanj #GoodNews #Odisha #ArgusNews