ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା । ଓଡ଼ିଆ ସିନେମା କ୍ରାନ୍ତିଧାରା ଓ ଟେଲି ଫିଲ୍ମ ପ୍ରାୟଶ୍ଚିତରେ ସେ ଅଭିନୟ କରିଥିଲେ । ଓଡ଼ିଆ ସିନେମା ଓ ଅନେକ ଧାରାବାହିକରେ ସେ ଅଭିନୟ କରି ଦର୍ଶକଙ୍କ ଅତି ପରିଚିତ ହୋଇଥିଲେ ।
#senioractor #PriyaSundarMishra #passaway #odiafilm #Odisha #ArgusNews