ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ ବର୍ଷା ପ୍ରିୟଦର୍ଶିନୀ । ଅପମାନଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ହେଲେ କୋର୍ଟଙ୍କ ଦ୍ବାରସ୍ଥ । ମାମଲା ବିଚାରାଧିନ ଥିବା ବେଳେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ତାଙ୍କ ମର୍ଯ୍ୟାଦାହାନୀ କରୁଥିବା ପିଟିସନରେ ଉଲ୍ଲେଖ ରହିଛି ।
#BarshaAnubhabcontroversy #highcourt #Barshapriyadarshani #SocialMedia #Argusnews #Odisha