ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା କାରଣରୁ ବେହାଲ ହୋଇଛି ମୟୂରଭଞ୍ଜ ଉଦଳା ସହର । ବିଶେଷକରି କପ୍ତିପଦା ଉପଖଣ୍ଡରେ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଜନସାଧାରଣଙ୍କ ଅବସ୍ଥା ବେହାଲ । ଉଦଳା ବ୍ଲକ ଭୀମତାଳି ପଂଚାୟତ ଜାଲଦା ଏବଂ ମଦନାପାଳ ଗ୍ରାମରେ ସୋନ ନଦୀର ଜଳସ୍ତର ବୃଦ୍ଧି କାରଣରୁ ପାଖାପାଖି ୩୦ ଘର ଭିତରେ ପାଣି ପଶିଛି
#Mayurbhanja #Udala #Flood #Rain #Heavyrain #Kaptipada #Sonriver #Odisha #ArgusNews