#ମୁଣ୍ଡ_ଉପରୁ_ଛପର_ଉଡାଇ_ନେଇଛି_ଲଘୁଚାପ_ବର୍ଷା
ଏବେ ଦୁର୍ଦ୍ଦଶାରେ ଗରିବ ମଳି ମୁଣ୍ଡିଆ । କିଏ ବୁଝିବ ସେମାନଙ୍କ ଦୁଃଖ । ଭଙ୍ଗା କୁଡିଆରେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ କାଟୁଛନ୍ତି । ପକ୍କା ଘରର ନାରା ଦେଉଥିବା ରାଜ୍ୟ ସରକାର କୁଆଡେ ଗଲେ ?
#Subarnapur #rain #flood #AwasYojana CMO Odisha #bjdsarkar #Odisha #ArgusNews