#ସାରା_ରାଜ୍ୟରେ_ବର୍ଷା_ବିତ୍ପାତ
ଲଗାଣ ବର୍ଷାରେ ଅଧା ଓଡ଼ିଶା ଜଳମୟ । ବିଭିନ୍ନ ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ଥିବା ବେଳେ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଛି ପୋଲ । ସେହିପରି ଏକର ଏକର ଜମି ଜଳମଗ୍ନ । ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
#heavyrain #flood #river #agriculturalland #water #Odisha #ArgusNews