#ବଢୁଛି_ନଦୀର_ଜଳସ୍ତର
#ଗୋଟିଏ_ପରେ_ଗୋଟିଏ_ଗେଟ୍_ଖୋଲୁଛି_ହୀରାକୁଦ୍
ନଦୀରେ ଜଳସ୍ତର ବଢୁଥିବାରୁ ୪ ଜିଲ୍ଲାରେ ଉପୁଜିପାରେ ବନ୍ୟା ପରିସ୍ଥିତି । ଏଥିପାଇଁ ଆରମ୍ଭ ହୋଇଯାଇଛି ବନ୍ୟା ପ୍ରସ୍ତୁତି । ବନ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ଏସଆରସି ସତର୍କ କରାଇବା ସହ NDRF, ODRAF ଟିମ୍ ପଠାଯାଇଛି ।
#hirakud #flood #District #water #collecter #NDRF #ODRAF #team #help #pepole #Odisha #ArgusNews