ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି । ଚାନ୍ଦପୁର ଫଚାୟତର ପତ୍ରଚୁଡ଼ି ଗ୍ରାମରେ ଏହି ବେଙ୍ଗୁଲି ନାଚ ଦେଖିବାକୁ ମିଳିଛି । ଗ୍ରାମର ଛୋଟ ପିଲାମାନେ ଏକ ପାଣି ବେଙ୍ଗକୁ ଜଳାଶୟରୁ ଆଣି ଜଳପୂର୍ଣ୍ଣ ଏକ କଳସକୁ ବାହୁଙ୍ଗାରେ ରଖି କଳସ ଉପରେ ସରା ଘୋଡାଇ ଉକ୍ତ କଳସକୁ ଶିକାରେ ଓହଳାଇ ବାହୁଙ୍ଗାରେ ରଖି ଗ୍ରାମ ପରିକ୍ରମା କରିଥିଲେ
#ArgusNews #odisha #Ganjam #chikiti