#ବର୍ଷା_ପାଣି_ସୃଷ୍ଟି_କରୁଛି_ବନ୍ୟାର_ଭ୍ରମ !
ଅସରାଏ ବର୍ଷାରେ ବେହାଲ ହେଉଛି ରାଜଧାନୀ ଭୁବନେଶ୍ୱର । ଡ୍ରେନେଜ ସମସ୍ୟା ଯୋଗୁଁ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ସହ ଯାତାୟତ ଠପ ହେଇଯାଉଛି । ବାରମ୍ଵାର ଅଭିଯୋଗ ସତ୍ତ୍ବେ ବିଏମସି କର୍ତ୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଧାନୀବାସୀ
#ArgusNews #Odisha #ArgusNewsTV #Bhubaneswar #Drainage #flood #BMC