ବଦଳୁନି ଚାଷୀଙ୍କ ଭାଗ୍ୟ । ବର୍ଷ ବର୍ଷ ଧରି ପିଛା ଛାଡୁନି ମଣ୍ଡି ସମସ୍ୟା । ବଲାଙ୍ଗିରଠୁ କଳାହାଣ୍ଡି ସବୁଠି ଅବ୍ୟବସ୍ଥା । ବଲାଙ୍ଗିର ଜିଲ୍ଲାରେ ନଭେମ୍ବର 29 ତାରିଖଠୁ ଧାନ କିଣା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ଡିସେମ୍ବର 7 ତାରିଖ ହେଲା । ଏଯାଏ ମଣ୍ଡିରେ କିଣା ହେଲାନି ଧାନ
#bolangir #kalahandi #mandiissue #farmerproblem #ArgusNews