#ଶୁଣୁଛନ୍ତି_ତ_ସମବାୟ_ମନ୍ତ୍ରୀ_ରଣେନ୍ଦ୍ର_ସ୍ବାଇଁ
ବଲାଙ୍ଗିରର ଏହି ବୁବେଲ ପ୍ରାଥମିକ କୃଷି ସମବାୟ ସମିତି ଅଫିସରେ ତାଲା ପକାଇଛନ୍ତି ଚାଷୀ । ଯେତେବେଳେ ଏହି ଚାଷୀମାନେ ଜାଣିଥିଲେ, ତାଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରାଯାଇ ହଡପ ହୋଇଛି , ସେମାନେ ସିଧା ପହଂଚିଥିଲେ ସମବାୟ ସମିତି ଅଫିସରେ ।
#Balangir #SamabayaScam #Minister #RanendraPratapSwain #Odisha #ArgusNews