#ପ୍ରଥମ_ଏତଲା_ଲେଖା_ହୋଇଥିଲା_ମାହାଲିଙ୍ଗ_କଲେଜରେ
#ଉପସ୍ଥିତ_ଥିଲା_ନିଜେ_ହତ୍ୟାକାରୀ_ଗୋବିନ୍ଦ_ସାହୁ
ଅକ୍ଟୋବର 8ରେ ନିଖୋଜ ହୋଇଥିଲେ ସନସାଇନ ସ୍କୁଲ ପ୍ରିନସପାଲ୍ ମମିତା ମେହେର । ଖୋଜାଖୋଜି ପରେ ବି ମିଳିଲେନି । ପରିବାର ଲୋକେ ଯାଇଥିଲେ ମାହାଲିଙ୍ଗ। କଲେଜରେ ଗୋବିନ୍ଦ ସାହୁର ଉପସ୍ଥିତିରେ ଲେଖାହେଲା ଏତଲା ।
#MamitaMeher #justiceformamitameher #father #mahalingcollegecase #gobindsahu #CMOOdisha #Odisha #ArgusNews