ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ଓଡିଶା । କଳାହାଣ୍ଡି ପରେ ବଲାଙ୍ଗୀରରେ ଆଜି ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟାନ୍ତ ବନ୍ଦ ପାଳନ । ଅଭିଯୁକ୍ତ ଗୋବିନ୍ଦ ସହ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରଣହୁଙ୍କାର ।
#MamitaMurderCase #JusticeForMamita #Balangir #BJP #Strike #DibyaShankarMishra #GovindSahu #Odisha #ArgusNews