ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କାଦୋବେଡା ଗାଁର ୬୬ ବର୍ଷୀୟ ରିଚେକ ବନଛୋର ବିଷ ପିଇ ଆତ୍ମହତ୍ୟା କରିଥିଲେ । ଆଜି ବିଜେପିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।
#Balangir #farmers #suicide #BJP #Odisha #ArgusNews