ବଲାଙ୍ଗୀର ଜିଲ୍ଲା ଆଗଲପୁରରେ ମଣ୍ଡି ଅବ୍ୟବସ୍ଥା । ଦୁଇ ସପ୍ତାହ ହେଲା ପଡି ରହିଛି ବସ୍ତା ବସ୍ତା ଧାନ । ନା ମିଲରଙ୍କ ଦେଖା ଅଛି ନା ସମବାୟ ସମିତିର ଦେଖା ଅଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।
#Bolangir #MandiIssue #farmersIssue #Sellingrice #paddy #ArgusNews
Be the first to know any news. You will get latest stories and video updates through the day. You can turn them off anytime.