ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ରାଜ୍ୟ ସରକାରଙ୍କ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପ୍ରତିବାଦରେ ରଣ ହୁଙ୍କାର । ଆଜି ସଂଘର ହଜାର ହଜାର ସଶସ୍ତ୍ର ଆଦିବାସୀ ଶୋଭାଯାତ୍ରାରେ ଆସି ଜିଲ୍ଲା ପାଳ କାର୍ଯ୍ୟାଳୟ ଘେରାଉ ।
#Balangir #TribalWelfareAssociation #protest #PanchayatElections #OdishaCM #Odisha #ArgusNews