ଦିନକର ଉତାରୁ ଉଁକିଆର୍ ପରବ୍ ଦୀପାବଲୀ । ଅନ୍ଧାର ଉପରେ ଆଲୋକର୍ ବିଜୟର ଦିନ୍ । ଇଥିର ଲାଗି ଚଲଚଞ୍ଚଲ ହେଇଛେ ଦୀପ ବଜାର। କୁମ୍ଭାରସାଲେ ଚାଲିଛେ ଦୀପ ଗଢା। ଦୁଇ ବରଷ ପରେ ଇଥର ଟିକେ ଭଲ ବେପାର ହେବା ବଲି ଆଶା ରଖିଛନ୍ ବେପାରୀ।
#Bolangir #Loisingha #DiaCraftsman #Diwali #Festival #Covidpandemic #Odisha #ArgusNews