ରିଲ୍ କାହାଣୀ ରିୟଲରେ । ବଲିଉଡ ଫିଲ୍ମ 'ଚକ ଦେ ଇଣ୍ଡିଆ'ର ଉଦାହରଣ ଫାଦର ରାଜେନ୍ଦ୍ର । ଗରିବ ଖେଳାଳୀଙ୍କ ପାଇଁ ସେ ସାଜିଛନ୍ତି ହକି ମ୍ୟାନ୍ । ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ ପରେ ଚର୍ଚ୍ଚାକୁ ଆସିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅମଲିଖମନ ଗାଁ ।
#odisha #Sambalpur #Kuchinda #hockey