ମହାଲକ୍ଷ୍ମୀଙ୍କ ଅଭିଷାପ। ଯାଅ ବଳରାମ ତୁମ ଭାଗ୍ୟରେ ଶିକ୍ଷେତ୍ର ମୃତ୍ୟୁ ନାହିଁ। କହିଥିଲେ, ମା’ ଲକ୍ଷ୍ମୀ ସାଆନ୍ତାଣୀ। କିନ୍ତୁ ମତ୍ତ ବଳରାମ ମହାପ୍ରଭୁଙ୍କ ପରମ ଭକ୍ତ ଥିଲେ। ମା’ଙ୍କୁ ମୁଣ୍ଡିଆଟାଏ ମାରି ଶ୍ରୀକ୍ଷେତ୍ରରୁ ଲେଉଟିଲେ। ଏଇଠିକୁ। ଏଇ ଦକ୍ଷିଣେଶ୍ବର ପୀଠ ପାଖକୁ। ଯେଉଁଠି ଗୋଟିଏ ନୂଆ କାହାଣୀ ରୂପ ନିଏ…
#Odisha #SriJagannath #Laxmipuran #BalaramDas #Nimapada #ArgusNews