କୋମାରେ ଓଡିଶା ସରକାରୀ ଶାଖା ମୁଦ୍ରଣାଳୟ। ବସି ବସି ଦରମା ନେଉଛନ୍ତି କର୍ମଚାରୀ। ଦକ୍ଷିଣ ଓଡ଼ିଶାର ଏକମାତ୍ର ମୁଦ୍ରାଣଳୟ ଭାବେ ଗଞ୍ଜାମରେ ସ୍ଥାପିତ ହୋଇଥିଲା ଏହି ଶାଖା। ସରକାରୀ କାଗଜପତ୍ର ପ୍ରିଣ୍ଟିଂ କରିବା ସହ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ପଠାଯାଉଥିଲା। ହେଲେ ଏବେ ଏହି ମୁଦ୍ରାଣଳୟ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇପଡିଛି ।
#Odisha #ArgusNews #ganjam #press