#ବ୍ରହ୍ମପୁରରେ_ସମ୍ବେଦନ_ହୀନ_ପ୍ରଶାସନ
#ବିଏମ୍ସିର_ଜୋର_ଜବରଦସ୍ତ_ବସ୍ତି_ଉଚ୍ଛେଦ
ବସ୍ତିଉଛେଦ ସ୍ଥାନ ପାଲଟିଗଲା ରଣକ୍ଷେତ୍ର। ହେଲା ଟେକାପଥର ମାଡ଼ ଏବଂପୋଲିସ ର ଶକ୍ତ ଲାଠିଚାର୍ଜ। କିଏ ଆହତ ହେଲା ତ କିଏ ଗୁରୁତର ହୋଇ ICU କୁ ଗଲା। ଲୋକେ ତ ରାଜି ଥିଲେ ଥଇଥାନକୁ। କିନ୍ତୁ କଥା ଏତେ ଉପରକୁ ଗଲା କାହିଁକି
#Brahmapur #Odisha #ArgusNews