ଝାରସୁଗୁଡ଼ା ସହର ପୁରୁଣା ବସ୍ତ୍ତି ପୋଖରୀ ରେ ମରି ପଡିଛନ୍ତି ଅନେକ ମାଛ ଯାହା ଦେଖି ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ । ନାଳ ନର୍ଦ୍ଦମା ର ବିଷାକ୍ତ ଜଳ ମିଶୁଛି ୟେହୀ ପୋଖରୀ ରେ ପୋଖରୀ କୁ ସଫା କରିବାକୁ ଦାବି କରୁଛନ୍ତି ପୁରୁଣା ବସ୍ତି ଗ୍ରାମବାସୀ ।
#Jharsuguda #Fish #Pond #Odisha #ArgusNews