ଆର ଦିନାଦୁ ପରେ ପଶ୍ଚିମ ଓଡିଶାର ପରୁଁହା ତିହାର ନୁଆଁଖାଇ ।ବର୍ଷା ଅଭାବନୁ କେନେ ଧାନ ଖେତ ଜଲିଗଲାନ ତ କେନେ ମାଟି ଫାଟି କରି ଆଁ କଲାନ । ଜିଲ୍ଲାର ସବୁନେ ନାଇଁନ ଜଲସେଚନ ବେବସ୍ଥା । କ୍ଷତିପୁରଣ ଦାବି ନେ ଜିଲ୍ଲାପାଳ ଅଫିସ୍ ଆଗେ ଧାରନା ଦେଇଚେ ବସ୍ତି ବାସିନ୍ଦା ସୁରକ୍ଷା ମଂଚ୍ ।
#Nuapada #nuakhaifestival #FarmerProblem #BastiBasindaSurakhyaMancha #protest #Odisha #ArgusNews