ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣାରେ ପଡିଛି ପୁର୍ଣ୍ଣଚ୍ଛେଦ । ଗତକାଲି ମାମଲାରେ 6 ଜଣ ନିର୍ଦ୍ଧୋଷ ପ୍ରମାଣିତ ହୋଇଥିବା ବେଳେ ଆଉ ତିନି ଜଣ ଅଭିଯୁକ୍ତଙ୍କର ଟ୍ରାଏଲ ହେବାକୁ ରହିଛି । ହେଲେ ପୁଲିସ ଆବଶ୍ୟକ ପ୍ରମାଣ ଦେଇପାରିନଥିବାରୁ ଦୀର୍ଘ 9 ବର୍ଷ 5 ମାସପରେ ଶୁଣାଣୀ କରି ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗୁନଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ନିର୍ଦ୍ଧୋଷରେ ଖଲାସ ପାଇଁ ରାୟ ଶୁଣାଇଛନ୍ତି ।
#Odisha #ArgusNews #Puri #murders #gunuSinhar #court #Order