ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସୁସ୍ଥ ହେଉଛି । ଡାକ୍ତରମାନଙ୍କ ସ୍ବତନ୍ତ୍ର ଯତ୍ନରେ ସେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ବତନ୍ତ୍ର କ୍ୟାବିନ୍ରେ ରହୁଛି ! ତେବେ ସବୁଠାରୁ ବଡ଼ କଥା ହେଲା , ଜଗା ଆଉ କେବଳ କ୍ୟାବିନ୍ ଭିତରେ ସବୁ ସମୟ କଟାଉନାହିଁ । ସେ ଖେଳୁଛି , ବୁଲୁଛି ଓ ବାପାଙ୍କ ସହ ମଧ୍ୟ ବଜାରକୁ ଯାଉଛି
#Phulbani #Twins #jaga #Kandhmal #ArgusNews