ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା । ଓଡ଼ିଶାରୁ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲସ । ଗିରଫ ଅଭିଯୁ୍କ୍ତ ଜଣେ ଇଂଜିନିୟରିଂ ଛାତ୍ର । ବୁଲିବାଇ ଆପରେ ଜଣେ ମହିଳାଙ୍କୁ ବିକ୍ରି କରିବା ଘଟଣାରେ ଗିରଫ । ଏନେଇ ଖବର ସଂଗ୍ରହ ସଂସ୍ଥା ANI ସୂତ୍ରରୁ ପ୍ରକାଶ ପାଇଛି ।
#Bulibai #AAPcase #Mumbai #police #arrest #According #Odisha #ArgusNews