ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ତଦନ୍ତ ସଠିକ ନ ହୋଇଥିବା ବେଳେ କାହିଁକି ଚାର୍ଜସିଟରୁ ମନ୍ତ୍ରୀଙ୍କ ନାଁ ହଟେଇ ଦିଆଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଣି ଥରେ ଦାବି ଦୋହରେଇଛି ମାହାଙ୍ଗା କଂଗ୍ରେସ
#ArgusNews #Odisha #Cuttack #Mahanga #doublemurderissue #Congress