ବହୁ ଛକା ପଞ୍ଝା ପରେ ଶେଷରେ ଘର ଭିତରେ ପ୍ରବେଶ କଲେ ତପସ୍ବିନୀ । ପ୍ରୋଟେକ୍ସନ ଅଫିସର, ତହସିଲଦାର ଓ ପୋଲିସ ଉପସ୍ଥିତରେ ଘରକୁ ଗଲେ ତପସ୍ବିନୀ । ସତ୍ୟର ଜୟ ହୋଇଥିବା କହିଥିଲେ ତପସ୍ବିନୀଙ୍କ ଓକିଲ ଏବଂ ତପସ୍ୱିନୀଙ୍କ ମା' ।
#Dimpal #Sumit #TapaswiniDas #BramhaNagar #MtrimonialDisputecase #MatrimonialDisputeCase #Odisha #ArgusNews