#ବାଉଁଶ_ନଳୀରେ_ସ୍ୱାଦିଷ୍ଠ_ବ୍ୟଞ୍ଜନ_ଯୋଗାଇ_ସ୍ୱାବଲମ୍ବୀ_ତିନିବନ୍ଧୁ
ରାୟଗଡା ଜିଲ୍ଲା ଗୁଣୁପୁର ସହରର ତିନି ବନ୍ଧୁ ଏକାଠି ହୋଇ ନେଇଛନ୍ତି ନିଆରା ପ୍ରୟାସ । ଛୋଟ ସହରରେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତି କରି ସ୍ୱାବଲମ୍ବୀର ରାସ୍ତା ଆପଣାଇଛନ୍ତି । କାଠ ଚୁଲ୍ଲୀରେ ବାଉଁଶ ନଳୀ ଚିକେନ ଓ ମଟନର ସ୍ୱାଦକୁ ପସନ୍ଦ କରିଛନ୍ତି ଗ୍ରାହକ । ଦିନକୁ ଏବେ ୧୦ରୁ ଅଧିକ ବାଉଁଶ ନଳୀ ଖାଦ୍ୟର ଅର୍ଡର ଆସୁଥିବା ଜଣାଯାଇଛି ।
#GoodNews #Rayagada #bamboochicken #mutton #Order #Odisha #ArgusNews