ବାଘଛାଲ ତସ୍କରୀ ବେଳେ ଜଣେ ଗିରଫ । ଦେବଗଡ ବରଘାଟ ଗାଁରେ ବାଘଛାଲ ବିକ୍ରି ବେଳେ ଧରାପଡିଲା ବ୍ୟବସାୟୀ । ବାଘଛାଲ ସହ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ କଲା ଏସଟିଏଫ ।
#Deogarh #selling #TigerSkin #arrested #STF #ArgusNews