ବାଙ୍କୀ ତଳ ପାଥପୁର ଗ୍ରାମର ଗାଈ ବୋମା ଖାଇ ଗୁରୁତର ଆହତ ହୋଇଛି । ନଦୀ ପଠାରେ ଶିକାରୀ ବନ୍ୟଜନ୍ତୁଙ୍କ ପାଇଁ ପକାଇଥିବା ବୋମାକୁ ଖାଇ ଗାଇ ଗୁରୁତର ହୋଇଥିବା ସୂଚନା ରହିଛି ।
#Odisha #ArgusNews #Cuttack #banki #cow #injured