ଆଶ୍ରିନ ମାସ ଆରମ୍ବରୁ କୁମାରୀ ଝିଅମାନେ ମନଲାଖି ବର ପାଇବା ପାଇଁ ମା ବୃନ୍ଦାବତୀଙ୍କ ପାଖରେ (ଜହିଁ ଓଷା)ପୂଜା କରିଥାନ୍ତି । ଆଜି ଭୋର ସମୟରୁ ଝିଅମାନେ ସଜବାଜ ହୋଇ ନୂତନ ବସ୍ତ୍ର ପରିଧାନ କରି ରୀତିନୀତି ଅନୁସାରେ ପୂଜା କରିଥାନ୍ତି ପ୍ରଥମେ ସୂର୍ଯ୍ୟ ପୂଜା କରିବା ସହିତ ଅନ୍ୟାନ୍ୟ ନୀତି ସମ୍ପନ କରିଥାନ୍ତି
#KumarPurnima #Festival #OdiaTradition #Rituals #Odisha #ArgusNews