ସମ୍ଭାବ୍ୟ ବାତ୍ୟା ୟସ କୁ ନେଇ ସରକାର ସମସ୍ତ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ବ କରିଦେଇଥିବା ବେଳେ ବାଙ୍କୀ ରେ ମଧ୍ୟ ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବିଭିନ୍ନ ବିଭାଗ ର ଅଧିକାରୀ ଙ୍କୁ ନେଇ ବୈଠକ ହୋଇଯାଇଛି
#ArgusNews #Odisha #NewsChannel #SatelliteChannel #ArgusTV #Cuttack #Banki #Cyclone_Yaas #cyclone_preparation