#ବାଙ୍କୀ_NACରେ_ସ୍ବଚ୍ଛ_ଭାରତ_ମିସନ୍_ଫେଲ୍।
ଆବର୍ଜନା ମୟ ଗଳିକନ୍ଦି । ରାସ୍ତା ଘାଟ ,ହାଟବଜାର, ଗଳିକନ୍ଦି ସବୁଆଡେ କୁଢକୁଢ ମଇଳା। ସହରରେ ଥିବା ସୌଚାଳୟ ଅବସ୍ଥାତ ନକହିବା ଭଲ। ଯୁଆଡେ ଦେଖ ସିଆଡେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ଛବି।
#ArgusNews #Odisha #ArgusNewsTv #Cuttack #banki_nac