ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଯୁବକଙ୍କୁ ବିଭତ୍ସ ହତ୍ୟା । ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ଝିଣ୍ଟିକା-ପଲ୍ଲୀ ଗ୍ରାମର କାହ୍ନୁ ପରିଡା । ମୃତକର ପରିବାରର ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିବା ପରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।
#ArgusNews #Odisha #murders #Banapur #police #kanhuparida