ଆଜି ମଧ୍ୟାହନରେ ନିମାପଡ଼ା ଥାନା ଅଧୀନ ଚାରିଛକ ଵ୍ରହ୍ମକୁଣ୍ଡି ଠାରେ ଥିବା ବୈକୁଣ୍ଠ ନାୟକଙ୍କ ଜୟଗୁର ବାଣ ଗୋଦାମରେ ବିସ୍ଫୋରଣ ଘଟି ପ୍ରାୟ 50 ଲକ୍ଷ ଟଙ୍କା ର ବାଣ ବିସ୍ଫୋରଣ ହେବା ସହ ବାଣ ଗଛିତ ଥିବା 4ଟି ବଡ ବଡ ଗୋଦାମ ଘର ସଂପୂର୍ଣ୍ଣ ଧୂଳିସାତ ହୋଇଯାଇଛି
#ArgusNews #Odisha #NewsChannel #ArgusNewsTV #Puri #Nimapda #Firecracker #Exploision