#ବାତିଲ_ହୋଇପାରେ_ବାରବାଟିରେ_ଇଣ୍ଡିଆ_ୱେଷ୍ଟଇଣ୍ଡିଜ_T20_ମ୍ୟାଚ
#କୋଭିଡ_କାରଣରୁ_ଭେନ୍ୟୁରେ_ପରିବର୍ତ୍ତନ_ପାଇଁ_ଚିଠି
କ୍ରିକେଟ ଫ୍ୟାନମାନଙ୍କ ପାଇଁ ଏତେଟା ଭଲ ଖବର ନୁହେଁ । କାରଣ ଫେବ୍ରୁଆରୀ 15 ତାରିଖରେ କଟକ ବାରବାଟି ଷ୍ଟାଡିୟମରେ ହେବାକୁ ଥିବା ଇଣ୍ଡିଆ-ୱେଷ୍ଟଇଣ୍ଡିଜ T20 ମ୍ୟାଚ ବାତିଲ ହୋଇପାରେ । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭେନ୍ୟୁ ପରିବର୍ତ୍ତନ ପାଇଁ BCCIକୁ ଚିଠି କରିଛି BCCIର ଟୁର ଏବଂ ଫିକ୍ସଚର ଟିମ୍ ।
#BarabatiStadium #Cuttack #India #WestIndies #T20 #BCCI #Odisha #ArgusNews