ବାତ୍ୟାକୁ ନେଇ ଗଜପତି କଲେକ୍ଟରଙ୍କ ସୂଚନା : ୫୮୬ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ ।ଗଜପତି ଜିଲ୍ଲା ଅନେକ ଅଞ୍ଚଳରେ ରନ୍ଧା ଖାଦ୍ୟ ବଣ୍ଟନ । ଗର୍ଭବତୀ ମାଁ ପାଇଁ ମଧ୍ୟ ସ୍ବତନ୍ତ୍ର ଗୃହ ସହ ସେମାନଙ୍କୁ ମଧ୍ୟ ପୃଷ଼ଟିକର ଖାଦ୍ୟ ସାମଗ୍ରୀ ଯୋଗାଇଛି ଜିଲ୍ଲା ପ୍ରଶାସନ ।
#Cyclone #Gajapati #Collector #NDRF #odrf #providedFood #shelters #Odisha #ArgusNews