ବାତ୍ୟାକୁ ଦେଖି ଆତଙ୍କିତ ସମୁଦ୍ରକୁଳିଆ ମତ୍ସଜୀବି ସଂପ୍ରଦାୟ ଲୋକେ । ଏମାନେ ସମୁଦ୍ର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ବାତ୍ୟାରେ ଏମାନଙ୍କର ଅନେକ କ୍ଷୟ କ୍ଷତି ହୋଇଥାଏ । ସରକାରୀ ସହାୟତା ଏମାନଙ୍କ ପାଇଁ ସାତ ସପନ
#ArgusNews #Odisha #Khurda #Chilika #cycloneeffect