ବାତ୍ୟା ୟାସର ତାଣ୍ଡବ ପରେ ନୀଳଗିରି ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଦ୍ଦିନରେ ଭୋକ ଉପାସରେ ଦିନ କାଟୁଛନ୍ତି କ୍ଷତିଗ୍ରସ୍ତ। ଏହି ସମୟରେ ସେମାନଙ୍କ ପାଖରେ ଦେବଦୂତ ସାଜି ଖାଦ୍ୟ ସାମଗ୍ରୀ ପହଞ୍ଚାଉଛନ୍ତି କିଛି ଯୁବ ସମାଜସେବୀ ଓ ସ୍ବେଚ୍ଛାସେବୀ ସଂଗଠନ
#ArgusNews #Odisha #NewsChannel #ArgusNewsTV #Balasore #Nilagiri #yaas_impact