#ବାତ୍ୟା_ପ୍ରଭାବରେ_ରାଜ୍ୟର_ବିଭିନ୍ନ_ସ୍ଥାନରେ_ବର୍ଷା
ବାତ୍ୟା ପରେ ବଢିଛି ଦୁର୍ଦ୍ଦଶା । ବିଭିନ୍ନ ସ୍ଥାନରେ ପାହାଡ ଧସି ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ପବନରେ ଉପୁଡିଯାଇଛି ବଡ ବଡ ଗଛ । କିଛି ସ୍ଥାନରେ ଘରର ଆଜବେଷ୍ଟସ ବି ଉଡିଯାଇଛି । ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡିଥିଲା ।
#CycloneGulab #Cyclone #rain #roadblocked #Odisha #ArgusNews