ବାତ୍ୟା ୟଶକୁ ୨ ଦିନ ବିତିଯାଇଥିଲେ ମଧ୍ୟ ଜଳବନ୍ଦୀରେ ରହିଛନ୍ତି ଅନେକ ଗ୍ରାମବାସୀ । ନଦୀ ନିକଟରେ ଘର ଥିବାରୁ ଘରେ ପଶିଯାଇଛି ପାଣି । ଭାଙ୍ଗିଛି ବାତ୍ୟା ବିପନ୍ନଙ୍କ ଚାଳ ଛପର ଘର । ଅଧିକାଂଶ ନଦୀକୂଳିଆ ଗାଁ ଲୋକେ ହୋଇଛନ୍ତି ଜଳବନ୍ଦୀ
#ArgusNews #Odisha #ArgusNewsTV #NewsChannel #Cyclone_Yaas #Cyclone_Impact #Flood