ବାତ୍ୟା ୟଶରେ ହୋଇଛି କେତେ କ୍ଷତି ?
କେନ୍ଦ୍ରୀୟ ଟିମର ସରଜମିନ ତଦନ୍ତ । କେନ୍ଦ୍ରାପଡା ଓ ମୟୂରଭଞ୍ଜରେ ସ୍ଥିତି ପରଖିଲେ ସେଣ୍ଟ୍ରାଲ ଟିମ । ବାତ୍ୟା ୟଶରେ ଉପକୂଳ ଅଞ୍ଚଳର ୪ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଓ ମୟୂରଭଞ୍ଜରେ ତାଣ୍ଡବ ରଚିଥିଲା ୟଶ।
#ArgusNews #ArgusNewsTv #Odisha #Central_Team #Cyclone_Yass