ବାତ୍ୟା ୟାସର ୮ ଦିନ ପରେ ଅର୍ଗସର ରିଆଲିଟି ଟେକ । ଧାମରାର ୮ଟି ପଂଚାୟତରେ ଲୋକଙ୍କ ଦୁର୍ଦ୍ଦଶାର ଚିତ୍ର ବୟାନ କରୁଛି ବାତ୍ୟା କେମିତି ଦାଉସାଧିଛି । ବଡ କଥା ହେଲା ବାତ୍ୟାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ବ୍ଲକ ଅଧ୍ୟକ୍ଷା , ବିଧାୟକ ଓ ସ୍ଥାନୀୟ ସରପଂଚ ବାତ୍ୟା ବିପନ୍ନଙ୍କ ନିକଟରେ ପହଂଚିନାହାନ୍ତି
#ArgusNews #Odisha #NewsChannel #ArgusNewsTV #Bhadrak #Dhamra #Cyclone_Impact #Reality_Check