ବାତ୍ୟା ୟଶ୍ ପରେ ବାସହୀନ ହୋଇପଡିଛନ୍ତି ଲୋକେ।
ଏ ହେଉଛି କେନ୍ଦୁଝର ଜିଲ୍ଲା କାଶୀପାଳ ଗାଁର ଦୃଶ୍ୟ। ଯେଉଁଠି ସାଧାରଣ ଲୋକର ମୁଣ୍ଡ ଉପରେ ନା ଅଛି ପକା ଘର ନା ପହଁଚିଛି ବିଦ୍ୟୁତ ସେବା। ଶିଶୁମାନେ ଏଠି ଅପପୃଷ୍ଟି ରୋଗର ଶିକାର।
#ArgusNews #Odisha #Kendujhar #Cyclone #Yaas #Helpless